R----------N

"ତୁଳସୀ ଦୁଇ ପତ୍ରରୁ ବାସେ", ଏ କଥାଟି ପ୍ରେତ୍ୟକ ଓଡ଼ିଆଙ୍କ ତୁଣ୍ଡରୁ ବାହାରି ଥାଏ। ଥରେ ଶିକ୍ଷକ ପ୍ରାଥମିକ ଶ୍ରେଣୀରେ ପଢାଉଥିଲେ-" ପ୍ରେତ୍ୟକ ସଂଖ୍ଯାକୁ ସେହି ସଂଖ୍ଯ।ଦ୍ବାରା ଭାଗକଲେ, ଭାଗଫଳ ଏକ ହୁଏ। ଯେପରି ତିନୋଟି ଫଳକୁ ତିନି ଜଣ ପିଲାଙ୍କ ମଧ୍ଯରେ ସମାନ ଭାବେର ବାଣ୍ଟିଦେଲେ, ପ୍ରତେକ ପିଲା ଗୋଟିଏ ଫଳ ପାଇବ। "

          ଛାତ୍ରଟିଏ ଏ କଥା ଶୁଣି ସାଙ୍ଗେ ସାଙ୍ଗେ ଠିଆହୋଇ ପଚାରିଲା-"ଶୂନକୁ ଶୂନ୍ଯ ଦ୍ବାରା ଭାଗକଲେ ଭାଗଫଳ ମଧ୍ଯଏକ ହେବ। ଅର୍ଥାତ୍ ଶୂନ ସଂଖ୍ଯକ ଫଳକୁ ଶୂନ ଜଣ ପିଲାଙ୍କ ମଧ୍ଯରେ ସମାନ ଭାବେର ବାଣ୍ଟିଦେଲେ, ପ୍ରେତ୍ୟକ ପିଲା ଗୋଟିଏ ଫଳ ପାଇବ। "ଏହା କ'ଣ ଠିକ୍ କି? "

         ଏ ପ୍ରଶ୍ନ ପଚାରିଥିବା ପିଲାଟି ଥିଲା .............. 


 "Tulsi comes from two leaves", which comes out of the mouths of every Oriya.  Once the teacher was teaching in the elementary school- "Divide each number by that number. The result is one. Just as the three fruits are divided equally among the three children, each child will receive one fruit."


  When the student heard this, he immediately stood up and asked, "If you divide the zero by zero, the result will be the same. That is, if you divide the number of zeros equally among the zero children, each child will get the  same result. "  "


  The child who asked this question was ..............

Comments

Post a Comment