Knowledge and entertainment hub

 ଜଗତମାତାଙ୍କର ଚରଣରେ ଅଦ୍ଯାବଧି ମୁଁ ଯେଉଁ ଭେଟି ଦେଉଅଛି, ସେଗୁଡିକ ମଧ୍ଯରେ ମୌଳିକ ଶିକ୍ଷା ମୋତେ ସବୁଠାରୁ ଅଧିକ କ୍ରାନ୍ତିକାରୀ ଓ ମହତ୍ତ୍ବପୂର୍ଣ୍ଣ ମନେ ହେଉଛି। ଏହାଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ଓ ମୂଲ୍ଯବାନ ଭେଟି ମୁଁ ଜଗତ ସମ୍ମୁଖରେ ଥୋଇପାରିବି,ତାହା ମୋର ପ୍ରତ୍ଯୟ ହେଉନାହିଁ। ଏଥିରେ ରହିଛି ମୋର ସମଗ୍ର ରଚନାତ୍ମକ କାର୍ୟ୍ଯକ୍ରମକୁ ପ୍ରୟୋଗାତ୍ମକ କରିବାର ଚାବିକାଠି। ଯେଉଁ ନୂଆ ଦୁନିଆ ପାଇଁ ମୁଁ ଛଟପଟ ହେଉଛି, ତାହା ଏଥିରୁ ହିଁ ଉଦ୍ଭବ ହୋଇପାରିବ। ଏହା ମୋର ଅନ୍ତିମ ଅଭିଳାଷ। 

                               ମହାତ୍ମା ଗାନ୍ଧି


                  Of all the visits I have made to date at the feet of the world mother, basic education seems to me to be the most revolutionary and important.  It is unknown at this time what he will do after leaving the post.  It has the key to making my entire creative program practical.  That's the decent thing to do, and it should end there.  This is my last wish.


 Mahatma Gandhi             

Comments

Post a Comment

Popular posts from this blog

R----------N